Published 24 days ago • loading... • Updated 24 days ago
ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ
Summary by Mobile News 24x7 English
1 Articles
1 Articles
ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ
ଭୁବନେଶ୍ୱର ,ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଗତକାଲି ରାତିରେ, କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ବିଜୁଳି, ଘଡଘଡି ସହ ବର୍ଷା। ବିରାଟ ଗଛ ପଡି,ପମ୍ପ ଅପରେଟରଙ୍କ ମୃତ୍ୟୁ। ଏବଂ ବଜ୍ରାଘାତରେ ୧୧ ବଳଦ ମୃତ।ସ୍ଥାନୀୟ ମଧୁମୁଣ୍ଡା ଗାଁରେ ବଜ୍ରାଘାତ ଯୋଗୁଁ ୧୧ଟି ବଳଦର, ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହୁକୁମତୋଳା ପମ୍ପ ହାଉସରେ, କାର୍ଯ୍ୟରତ ପମ୍ପ ଅପରେଟର ଜିତୁ ଜାଲଙ୍କ ଉପରେ ଏକ ବଡ଼ ଗଛ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। The post ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ appeared first …
Coverage Details
Total News Sources1
Leaning Left0Leaning Right0Center0Last UpdatedNo sources with tracked biases.
Bias Distribution
- There is no tracked Bias information for the sources covering this story.
Factuality
To view factuality data please Upgrade to Premium
